ଖବର ସଂକ୍ଷେପରେ ଆଉ ହାତ ମୁଠାରେ

୧.ଭୁବନେଶ୍ୱର ପାଣିପାଗ ସୂଚନା ୨୬ରୁ ପାଗ ପରିବର୍ତ୍ତନ,୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା।
୨.୨୭ରେ ସମଲେଇ ଲୋକାର୍ପଣକୁ ନେଇ ବଢୁଛି ଉତ୍କଣ୍ଠା, ମହାଯଜ୍ଞ ପାଇଁ ସଂପନ୍ନ ହୋଇଛି ଅଙ୍କୁରାରୋପଣ।
୩.ଭୁବନେଶ୍ୱର:ଝିଅ ଜନ୍ମ ହେଲେ ପିତାମାତା ହେବେ ସମ୍ବର୍ଦ୍ଧିତ: ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ
୪.ଭୁବନେଶ୍ୱର:୧୦ ସୁଦ୍ଧା ରୁପାନ୍ତରିତ ହେବ ସବୁ କଲେଜ, ଆରମ୍ଭ ହେବ ଖାଲି ପଡିଥିବା ଅଧ୍ୟାପକ ପଦବୀ ନିଯୁକ୍ତି ପ୍ରକ୍ରିୟା।
୫.ଆଇପିଏସ ସ୍ତରରେ ଅଦଳବଦଳ, ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର।
୬.ବାଙ୍ଗିରିପୋଷି:ଓଲଟିଲା ଧଉଳି ଗଣନାଟ୍ୟର ଯାତ୍ରା ପାର୍ଟି ଟ୍ରକ,୬ ମୃତ୍ୟୁ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୭.କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶଟାଙ୍ଗର ଗାଁ:ବ୍ୟାପୁଛି ଝାଡ଼ାବାନ୍ତି ; ୧୦ରୁ ଉର୍ଦ୍ଧ ଆକ୍ରାନ୍ତ।
୮.ଆକର୍ଷଣୀୟ ପୁରସ୍କାର ରାଶି ସହିତ ସ୍କଲାରସିପ୍ ଉପଲବ୍ଧ, ଜଲଦି ଜଲଦି ଆବେଦନ କରନ୍ତୁ: https://olympiads.kiit.ac.in/
୯.ଭିଜିଲାନ୍ସ ଜାଲରେ ବିଶୋଇ ବ୍ଲକ୍ ବିପିଏମ୍ ଓ କୋଅର୍ଡିନେଟର, ଚାକିରି କରାଇବା ପାଇଁ ନେଉଥିଲେ ୬୦ ହଜାର ଟଙ୍କା ଲାଞ୍ଚ।
୧୦.ଶିମିଳିପାଳରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ, ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା।
୧୧.ବାରଙ୍ଗ:ରାଜଧାନୀରେ ନିଦ ହଜାଇଲେଣି ପେଟ୍ରୋଲ ଚୋର ଗ୍ୟାଙ୍ଗ, ବଢିବାରେ ଲାଗିଛି ଲୋକଙ୍କ ଅସନ୍ତୋଷ।
୧୨.କଟକ ଓ ଭୁବନେଶ୍ବରରେ କୋହଲା ପାଗ ସାଙ୍ଗକୁ ଲାଗି ରହିଛି ବର୍ଷା।
୧୩.କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦୁଇ ସପ୍ତାହ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା।
୧୪.କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଅନ୍ତରୀଣ ରହିତାଦେଶ ବଳବତ୍ତର, ୩୦ସୁଦ୍ଧା ସତ୍ୟପାଠ ଦାଖଲ ନିର୍ଦ୍ଦେଶ।
୧୫.ରିଲିଜ୍ ପୂର୍ବରୁ ବଡ଼ ଝଟକା, ଗଲ୍ଫ ଦେଶରେ ବ୍ୟାନ୍ ହେଲା ‘ଫାଇଟର’।
୧୬.କୌଶଳ ଭବନକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୧୭.ପରୀକ୍ଷା ପେ ଚର୍ଚ୍ଚା ପାଇଁ ୨ କୋଟି ୨୬ ଲକ୍ଷ ପଞ୍ଜିକରଣ।
୧୮.ଇଣ୍ଡିଆମେଣ୍ଟକୁ ବଡ ଝଟକା: ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
୧୯.ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ ରୁଷର ବେଲଗୋରୋଡ।
୨୦. ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଲେ ପି ବି ବରାଲେ, ଏବେ ସର୍ବୋଚ୍ଚ ଅଦାଲତରେ ହେଲେ ତିନି ଦଳିତ ବଚାରପତି।
୨୧.ସାଧାରଣ ନିର୍ବାଚନରେ ହୋମ୍ ଭୋଟିଂ ବ୍ୟବସ୍ଥା: ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟରଙ୍କ ପାଇଁ ଲାଗୁ।
୨୨.ବିରାଟ କୋହଲି ଆଇସିସି ଦିନିକିଆ କ୍ରିକେଟର ଅଫ ଦି ଇୟର ୨୦୨୩, ପଛରେ ପଡ଼ିଲେ ଶୁଭମନ ଗିଲ୍।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129