ହଳଦିଗଡ଼ିଆ ଗ୍ରାମପଞ୍ଚାୟତ ପରିସରରେ ମୁଗବିହନ ପ୍ରଦାନ

ଯାଜପୁର;୩୦/୦୧(ନି ପି ): ଯାଜପୁର ଜିଲ୍ଲା କୋରେଇ ବ୍ଲକସ୍ଥିତ ହଳଦିଗଡ଼ିଆ ଗ୍ରାମପଞ୍ଚାୟତ ପରିସରରେ କୋରେଇ ବ୍ଲକର କୃଷିବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ମୁଗ ବିହନ ଓ କିଟନାଶକ ପାଉଡରକୁ ପଞ୍ଚାୟତର ସରପଞ୍ଚ ଅନିଲ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷତତ୍ତ୍ଵାବଧନତାରେ ଚାଷୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଣ୍ଟନ କରାଯାଇଥିଲା । ଏଥିରେ ଚାଷୀ ଗୋକୁଳାନନ୍ଦ ଦାସ, ଭୁବନ ମୋହନ ମହାନ୍ତି, ସନ୍ତୋଷ କୁମାର ସ୍ଵାଇଁ,ଆତୁଳି କୁମାର ମିଶ୍ର, ରୁଲମଣୀ ଶଂଖୁଆ ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତପନ କୁମାର ବେହେରା ସହଯୋଗ କରିଥିଲେ କୃଷକ ସାଥି ସନାତନ ବାରିକ ଚାଷୀମାନଙ୍କୁ ମୁଗବିହନ ବଣ୍ଟନ ରେ ସହଯୋଗ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129