ଭୁବନ ବିନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜଳଛତ୍ର

ଢେଙ୍କାନାଳ/ଭୁବନ;୧୯/୦୪(ସୌଭାଗ୍ୟ ମୁଦୁଲିଙ୍କ ଠାରୁ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବିନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏକ ଜଳଛତ୍ର ଖୋଲାଯାଇଛି। ଭୁବନସ୍ଥିତ କାଳୀ ବଜାରଠାରେ ଶୁକ୍ରବାର ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସହସଂପାଦକ ଶ୍ରୀଯୁକ୍ତ ନରହରି ସାହୁ ଏବଂ ସଦସ୍ୟ ସମୀର କୁମାର ସାହୁଙ୍କ ପୌରୋହିତ୍ୟରେ ପଥଚାରୀ ଙ୍କୁ ଦହିପଣା ବଣ୍ଟନ କରାଯାଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଯୋଗୁଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସଦସ୍ୟମାନେ ବାଟୋଇଙ୍କୁ ଦହିପଣା ବଣ୍ଟନ କରିବାରେ ସହଯୋଗ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129