ଶନିଶ୍ଚର ପୂଜା ଉପଲକ୍ଷେ ଜଳଛତ୍ର

ବ୍ୟାସନଗର;୧୨/୦୫(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଶନିବାର ଗ୍ରହରାଜ ଶନିଶ୍ଚର ଦେବଙ୍କ ପୂଜା ଉପଲକ୍ଷେ ମୁଣ୍ଡମାଳ ଛକ କଲୋନୀ ରେ ରହୁଥିବା ମା ଭଉଣୀ ମାନେ ମିଶି ଏକ ଜଳଛତ୍ର ବଣ୍ଟନ ବ୍ୟବସ୍ଥା କରିଥିଲେ। ହଜାର ହଜାର ଲୋକଙ୍କୁ ଦହି ସର୍ବତ ଯୋଗାଇଥିଲେ। ଲୋକମାନେ ଖୁସି ମନରେ ପିଇଥିଲେ। ମୁଣ୍ଡମାଳ ଛକ ଠାରେ ଏକ ନିଆରା ଢଙ୍ଗରେ ଟାଣ ଖରାରେ ପିଚୁ ରାସ୍ତାର ଗରମ ତାତି କୁ ଖାତିର ନକରି ଲୋକଙ୍କୁ ଯୋଗାଇ ଚାଲିଲେ ଦହିପାଣି। ଏହାଦେଖି ଜନସାଧାରଣରେ ଚର୍ଚ୍ଚା ଏହାହିଁ ପ୍ରକୃତରେ ମାନବ ସେବା। ଲୋକଙ୍କ ହିତରେ ଓ ମଙ୍ଗଳରେ ମୁଖ୍ୟ ସହଯୋଗ ଗ୍ରହଣ କରିଥିଲେ ଶ୍ରୀ ଯୁକ୍ତ ସୁବାସ ଚନ୍ଦ୍ର ମିଶ୍ର, ପ୍ରେମଳତା ମିଶ୍ର,ଗଗନ ବିହାରୀ ପାତ୍ର,ରୀନା ରାଣୀ ପାତ୍ର,ସନ୍ତୋଷ କୁମାର ସାହୁ,ସଂଜୁ ଲତା ସାହୁ,ପ୍ରଶାନ୍ତ ଦଳେଇ, ଜୟ ଶ୍ରୀ ଦଳେଇ, ସୁଜ୍ଞାନ ଭଞ୍ଜ,ବସନ୍ତ କୁମାର ପାତ୍ର,ଉତ୍ତମ ବାରିକ,ବିଦ୍ୟାଧର ପ୍ରଧାନ,ବୀରେନ୍ଦ୍ର ସାହୁ,ନନ୍ଦିନୀ ସାହୁ,ରାମ ଜି. ନେହା, ଗୁଲୁ, ମାମାଲି, ସୋନାଲି, କ୍ରିଷ୍ଣା ସହଯୋଗ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129