ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ଯାଜପୁର ଜିଲ୍ଲା ପାଇଁ ୫ ଜଣ ପର୍ଯ୍ୟବେକ୍ଷକ ନିର୍ବାଚନ କମିଶନ ନିଯୁକ୍ତି କଲେ

ଯାଜପୁର;୧୫/୦୫(ଅସିତ କୁମାର ଦାସଙ୍କ ଠାରୁ): ଯାଜପୁର ଜିଲ୍ଲାରେ ଏକକାଳୀନ ୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଓ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପାଞ୍ଚ ଜଣ ପର୍ଯ୍ୟବେକ୍ଷକଙ୍କୁ ଭାରତର ନିର୍ବାଚନ କମିଶନ ନିଯୁକ୍ତି କରିଚ୍ଥନ୍ତି । ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଡଃ (ଶ୍ରୀମତୀ) କରୁଣା କୁମାରୀ, ଆଇ.ଏ.ଏସ୍‌., ମୋବାଇଲ ନଂ-୯୮୬୧୬୦୪୧୬୮ ଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳେ ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ବିଶ୍ରାମ ମୀନା, ଆଇ.ଏ.ଏସ୍‌., ମୋବାଇଲ ନଂ-୯୮୬୧୬୧୭୭୪୭ ଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଚ୍ଥି । ୮-ଯାଜପୁର (ସଂରକ୍ଷିତ) ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ଅଶୋକ କୁମାର, ଆଇ.ପି.ଏସ୍‌., ମୋବାଇଲ ନଂ-୯୮୬୧୬୧୦୦୪୯ ଙ୍କୁ ପୋଲିସ ପର୍ଯ୍ୟବେକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏ.ଭି.ଟି. ଭାରଥି ଧଶନ, ଆଇ.ଆର.ଏସ୍‌., ମୋବାଇଲ ନଂ-୬୩୭୧୪୫୮୩୬୮ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଚ୍ଥି । ସେହିପରି ୪୮-ବିଂଝାରପୁର(ସଂରକ୍ଷିତ), ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅମିତ ପ୍ରତାପ ସିଂ, ଆଇ.ଆର.ଏ.ଏସ୍‌., ମୋବାଇଲ ନଂ-୬୩୭୧୪୫୧୭୧୬ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଭିଷେକ କୁମାର, ଆଇ.ଆର.ଏସ୍‌. ମୋବାଇଲ ନଂ-୮୧୪୪୧୬୮୯୨୧ ଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଚ୍ଥି ।
ଚଳିତ ଯାଜପୁର ଜିଲ୍ଲା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ ନିମନ୍ତେ ଭୋଟ ଗ୍ରହଣ ତା ୦୧ା୦୬ା୨୦୨୪ ରିଖ ଦିନ ଅନୁଷ୍ଠିତ ହେବ ।ଏହା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ତରପଂରୁ ଜଣାଇ ଦିଆଗଲା ।ସାଧାରଣ ନାଗରିକ, ରାଜନୈତିକ ଦଳ, ପ୍ରାର୍ଥୀ ମାନଙ୍କର ନିର୍ବାଚନ ସମ୍ୱନ୍ଧୀୟ ଅଭିଯୋଗ ଥିଲେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129