ନାମାଙ୍କନ ପତ୍ର ଯାଞ୍ଚ ପରେ ୭୭ ପ୍ରାର୍ଥୀ ପତ୍ର କାଏମ୍

ଯାଜପୁର;୧୬/୦୫(ବ୍ୟୁରୋ):ଯାଜପୁର ଜିଲ୍ଲାରେ ଏକକାଳୀନ ୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ନାମାଙ୍କନ ପତ୍ର ଯାଂଚ ପରେ ଅଞ୍ଚଳ ଦାସ (ଆଇଏନ୍‌ସି), ରବିନ୍ଦ୍ର ନାରାୟଣ ବେହେରା (ଭାରତୀୟ ଜନତା ପାର୍ଟି), ଶର୍ମିଷ୍ଠା ସେଠୀ (ବିଜୁ ଜନତା ଦଳ), ଇଂ ସନ୍ଧ୍ୟାରାଣୀ ମଲ୍ଲିକ (ବହୁଜନ ସମାଜ ପାର୍ଟି), ଝୁନା ମଳିକ (ମାନସ ଲୋକଶକ୍ତି ଦଳ), ବିଦ୍ୟାଧର ଦଳେଇ (ଆମ୍ୱେଦକରାଇଟ୍ ପାର୍ଟି ଅପଂଇଣ୍ଡିଆ), ବିନୋଦ କୁମାର ଜେନା (ଗଣ ସୁରକ୍ଷା ପାର୍ଟି), ମଣ୍ଟୁ ସେଠୀ (ଜନତା ଦରବାର ପାର୍ଟି), ସୁବାଷ ଚନ୍ଦ୍ର ମଲ୍ଲିକ,ଏସ୍‌ୟୁସିଆଇ (କମୁନିଷ୍ଟ), ଆର୍ତ୍ତତ୍ରାଣ ମଳିକ, ନରେନ୍ଦ୍ର ମଳିକ, ଭୈରବ ପ୍ରସାଦ ବେହେରା ଓ ସୁମନ୍ତ ମଳିକ(ସ୍ୱାଧୀନ) ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର କାଏମ୍ ରହିଚ୍ଥି । ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ ନିମନ୍ତେ କନକ ଲତା ମଲ୍ଲିକ (ଆଇଏନ୍‌ସି), ପ୍ରମିଳା ମଲ୍ଲିକ (ବିଜୁ ଜନତା ଦଳ), ବବିତା ମଲ୍ଲିକ (ଭାରତୀୟ ଜନତା ପାର୍ଟି), ରାଧାବଲ୍ଳଭ ମଳିକ, ଏସ୍‌ୟୁସିଆଇ (କମୁନିଷ୍ଟ), ସୁଜିତ କୁମାର ମଲ୍ଲିକ(ସ୍ୱାଧୀନ) ଙ୍କର ନାମାଙ୍କନ ପତ୍ର କାଏମ୍ ରହିଚ୍ଥି । ୪୯-ବରୀ ଆସନ ନିମନ୍ତେ ଅଶୋକ କୁମାର ବେହେରା (ବହୁଜନ ସମାଜ ପାର୍ଟି), ଈମେଶ ଚନ୍ଦ୍ର ଜେନା (ଭାରତୀୟ ଜନତା ପାର୍ଟି), ଦେବାଶିଷ ନାୟକ (ଇଣ୍ଡିଆନ୍ ନେସନାଲ କଂଗ୍ରେସ), ବିଶ୍ୱ ରଂଜନ ମଲ୍ଲିକ (ବିଜୁ ଜନତା ଦଳ), ଅଜୟ ଧଳ (ଜନତା ଦରବାର ପାର୍ଟି), ବେନାଜିର ଖାତୁନ (ଆମ୍ୱେଦକରାଇଟ୍ ପାର୍ଟି ଅପଂ୍ ଇଣ୍ଡିଆ), କବିର ଦାସ (ସ୍ୱାଧୀନ), ନିମାଇଁ ଚରଣ ରାୟ (ସ୍ୱାଧୀନ) ଙ୍କର ନାମାଙ୍କନ ପତ୍ର କାଏମ୍ ରହିଚ୍ଥି । ୫୦-ବଡଚଣା ଆସନ ନିମନ୍ତେ ଅଜୟ କୁମାର ସାମଲ (ଇଣ୍ଡିଆନ୍ ନେସନାଲ କଂଗ୍ରେସ), ଅମର କୁମାର ନାୟକ (ଭାରତୀୟ ଜନତା ପାର୍ଟି), ବର୍ଷା ପ୍ରିୟଦର୍ଶିନୀ (ବିଜୁ ଜନତା ଦଳ), ବିଜୟ କୁମାର ଦାସ (ଆମ୍ ଆଦମ୍କ ପାର୍ଟି), ଲକ୍ଷ୍ମୀ ମଳିକ (ବହୁଜନ ସମାଜ ପାର୍ଟି), ଦେବେନ୍ଦ୍ର କୁମାର ସାମଲ (ନେସନାଲ ଆପନୀ ପାର୍ଟି), ଅଜୟ ଅନୁରାଗ ମହାନ୍ତି, ତରଣି ମଲ୍ଳିକ, ମନୋରଂଜନ ଜେନା (ସ୍ୱାଧୀନ) ଙ୍କର ନାମାଙ୍କନ ପତ୍ର କାଏମ୍ ରହିଚ୍ଥି । ୫୧-ଧର୍ମଶାଳା ଆସନ ନିମନ୍ତେ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ (ବହୁଜନ ସମାଜ ପାର୍ଟି), କିଷାନ ପଣ୍ଡା (ଇଣ୍ଡିଆନ୍ ନେସନାଲ କଂଗ୍ରେସ), ପ୍ରଣବ କୁମାର ବଳବନ୍ତରାୟ (ବିଜୁ ଜନତା ଦଳ), ସ୍ମୃତିରେଖା ପହି (ଭାରତୀୟ ଜନତା ପାର୍ଟି), କେଦାର ନାଥ ସାହୁ ଏସ୍‌ୟୁସିଆଇ (କମୁନିଷ୍ଟ), ରଂଜନ କୁମାର ମଲ୍ଳ୍‌ିକ (ମାନସ ଲୋକଶକ୍ତି ଦଳ), ପୁରୁଷୋତ୍ତମ ବେହେରା, ମିନତି ସାହୁ, ସତିଶ କୁମାର ବିଶ୍ୱାଳ, ସିଗ୍‌ମା ଶୁଭଲକ୍ଷ୍ମୀ, ହିମାଂଶୁ ଶେଖର ସାହୁ, ହିମାଂସୁ ଶେଖର ସାହୁ, ଲାଲୁ ପ୍ରସାଦ କଦମ (ସ୍ୱାଧୀନ) ଙ୍କର ନାମାଙ୍କନ ପତ୍ର କାଏମ୍ ରହିଚ୍ଥି । (୫୨-ଯାଜପୁର ଆସନ ନିମନ୍ତେ ଗୈାତମ ରାୟ (ଭାରତୀୟ ଜନତା ପାର୍ଟି), ରଘୁନାଥ ସେଠୀ (ବହୁଜନ ସମାଜ ପାର୍ଟି), ସୁଜାତା ସାହୁ (ବିଜୁ ଜନତା ଦଳ), ସୁଦିପ କୁମାର କର (ଇଣ୍ଡିଆନ୍ ନେସନାଲ କଂଗ୍ରେସ), ବିଶ୍ୱନାଥ ଦାସ (ସମୃଦ୍ଧ ଓଡିଶା), ଦେବ ପ୍ରକାଶ ମହାନ୍ତି (ଇଣ୍ଡିପେଣ୍ଡେଣ୍ଟ) ଙ୍କର ନାମାଙ୍କନ ପତ୍ର କାଏମ୍ ରହିଚ୍ଥି । ୫୩-କୋରେଇ ଆସନ ନିମନ୍ତେ ଅଟଳ କୁମାର ଜେନା (ବହୁଜନ ସମାଜ ପାର୍ଟି), ଆକାଶ ଦାସନାୟକ (ଭାରତୀୟ ଜନତା ପାର୍ଟି), ତ୍ରିନୟନ ରଥ (ଆମ ଆଦମି ପାର୍ଟି), ବନ୍ଦିତା ପରିଡା (ଇଣ୍ଡିଆନ୍ ନେସନାଲ କଂଗ୍ରେସ), ସନ୍ଧ୍ୟାରାଣୀ ଦାସ (ବିଜୁ ଜନତା ଦଳ), ଗୋପାଳ କୃଷ୍ଣ ମହାନ୍ତି (ଆମ୍ୱେଦକରାଇଟ ପାର୍ଟି ଅପଂ ଇଣ୍ଡିଆ), ସରୋଜ କର (ପ୍ରଜା ଏକଥା ପାର୍ଟି), ବନମାଳି ରଥ, ବିନୋଦ ବିହାରୀ ଜେନା, ମନୋଜ କୁମାର ପଣ୍ଡା, ରାମଚନ୍ଦ୍ର ବାରିକ, ସହଦେବ ଜେନା (ଇଣ୍ଡିପେଣ୍ଡେଣ୍ଟ) ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ପ୍ରଦିପ ବଳ ସାମନ୍ତ (ଭାରତୀୟ ଜନତା ପାର୍ଟି), ପ୍ରିତିରଂଜନ ଘଡାଇ (ବିଜୁ ଜନତା ଦଳ), ବିଭୂ ଭୂଷଣ ରାଊତ (ଭାରତାୟ ଜାତୀୟ କଂଗ୍ରେସ), ସିଲି ମଲ୍ଲିକ (ବହୁଜନ ସମାଜ ପାର୍ଟି), ଦୟାଲରତନ ମହାନ୍ତି (ଆଜସୁ), ଦିପକ କୁମାର ନାୟକ (ଭାରତୀୟ ବିକାଶ ପରିଷଦ), ଲିଲି ମହାନ୍ତ, ସୋସାଲିଷ୍ଟ ୟୁନିଟି ସେଣ୍ଟର ଅପଂ ଇଣ୍ଡିଆ(କମୁନିଷ୍ଟ), କୁଳମଣି ପାତ୍ର, ଗୁଣମଣି ଶା, ରଣଜିତ କୁମାର ଜାମୁଦା, ରାଖାଲ ପରିଡା, ସନ୍ଦିପ ଚକ୍ର (ସ୍ୱାଧୀନ) ଙ୍କର ନାମାଙ୍କନ ପତ୍ର କାଏମ୍ ରହିଚ୍ଥି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129