ନିଟ ପରୀକ୍ଷାରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା

ବ୍ୟାସନଗର; ୫/୦୬(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ନିଟ୍ ଛାତ୍ର ଛାତ୍ରୀ ଙ୍କ ସଫଳତା। ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ରେ ଆଶିଷ କୁମାର ମହାନ୍ତ (୬୮୭),ପ୍ରମିତା ସାହୁ (୬୮୨) , ଦେବାଶିଷ ବେହେରା (୬୭୦), ଏସ କେ ଅର୍ବାଜ ହୁସେନ, ସତ୍ୟବ୍ରତ ସ୍ୱାଇଁ,ରଶ୍ମି ରଞ୍ଜନ ବେହେରା,ମାନସ୍ମିତା ମହାକୁଡ,ବିଶ୍ୱଜିତ୍ ସାହୁ, ବଳଭଦ୍ର ପାଣିଗ୍ରାହୀ, ଅନନ୍ୟା ଷଡ଼ଙ୍ଗୀ,ଅଭିଷେକ ମହାପାତ୍ର, ଅନିସା ଦାସ,ଦିବ୍ୟ ମଲ୍ଲିକ,ସ୍ମିତା ରାଣୀ ସାମଲ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଅଧ୍ୟାପକଙ୍କ ପୂର୍ଣ୍ଣ ସହଯୋଗ ତାଙ୍କୁ ସଫଳତାର ଶିଖରରେ ପହଁଚାଇ ପାରିଛି।
ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ପ୍ରିନ୍ସିପାଲ୍ ନବୀନ କୁମାର ଶର୍ମା, କୋର୍ଡିନେଟର ଚକ୍ରଧର ପାଣି, ଭାଇସ ପ୍ରିନ୍ସିପଲ୍ ଆର ଏନ ରୟତ ସିଂ, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ , ବଲବିର ସିଂ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129