ସଂପୂର୍ଣ୍ଣ ଖବର ଜାଣନ୍ତୁ ସଂକ୍ଷେପରେ

୧.ଆଜି ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଅଭିଯୋଗ ପଞ୍ଜିକରଣ ପାଇଁ ୧୦ କାଉଣ୍ଟର। ଦିନ ୧୧ଟାରୁ ଶୁଣାଣି।

୨.ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ୧୨୫ କୋଟି ପୁରସ୍କାର।

୩.ଢେଙ୍କାନାଳ:ସପ୍ତଶଯ୍ୟା ବୁଲିବାକୁ ଯାଇ ୫ଜଣ ଛାତ୍ର ନିଖୋଜଥିବା ସୂଚନା।

୪. ଦାୟିତ୍ବ ନେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କଲେ ଦର୍ଶନ।

୫.ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ୱ: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମିଳିଲା ନିଯୁକ୍ତି।

୬. ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ: ୪ ତାରିଖରୁ ପୁଣି ବଢ଼ିପାରେ ବର୍ଷାର ପରିମାଣ।

୭. ଖୁବଶୀଘ୍ର ସରିବ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟା,ଗଠନ ହେଲା ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ବଦଳି କମିଟି।

୮.ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର: ଗଡବଡ କରିଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପିସି ଖୋର ନେତା, ବାବୁ ହେବେ ସାବାଡ।

୯.ଭୁବନେଶ୍ୱର:ଅନିଶ୍ଚିତତାରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ, ଓ୍ବୈବସାଇଟ୍ ଆଉ ଖୋଲୁ ନ ଥିବା ସୂଚନା।

୧୦.ଏହା ଓଡ଼ିଆଙ୍କ ସରକାର, ଦଳେ ବିଧାୟକ କି ସାଂସଦଙ୍କ ସରକାର ନୁହେଁ । ଏ ଗୁରୁଦାୟିତ୍ୱକୁ ବୁଝିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

୧୧. ଓଡ଼ିଶା ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ଲାଇନ୍ କାମକୁ ଗୁରୁତ୍ବ।

୧୨.ଆଜିଠୁ ହଟିବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ; ହଟିବ, ଲାଗୁ ହେବ ୩ ନୂଆ ଆଇନ-ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ।

୧୩. ସେପ୍ଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦୀ । ଓଡ଼ିଶା ଆସି ଲଞ୍ଚ୍ କରିବେ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର।

୧୪. ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା।

୧୫. ଆତ୍ମନିର୍ଭର କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଲା ଭାରତ, ସ୍ଵଦେଶୀ ଗୋଳାବାରୁଦର ସଫଳ ପରୀକ୍ଷଣ କଲା ନୌସେନା।

୧୬. ସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ।

୧୭. ଗୁଜରାଟରେ ପ୍ରବଳ ବର୍ଷା ପରେ ସବୁ ଆଡ଼େ ପାଣି । ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ।

୧୮. ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା କ୍ରିକେଟ୍‌ ଲିଗ୍-୨୦୨୪

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129