ବିଂଝାରପୁର ବଜରଙ୍ଗ ଦଳ ,ସମ୍ବାଦ ଆମ ଓଡିଶା ଓ ବିଂଝାରପୁର ରକ୍ତ ଦାତା ପରିବାରର ମିଳିତ ସହଯୋଗରେ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ୧୦୧ ୟୁନିଟ ରକ୍ତ ସଂଗ୍ରହ

ଯାଜପୁର/ବିଂଝାରପୁର;୨୯/୦୧(ବ୍ୟୁରୋ ): ଯାଜପୁର ଜିଲ୍ଲା ବିଂଝାରପୁର ଠାରେ ବଜରଙ୍ଗ ଦଳ, ସମ୍ବାଦ ଆମ ଓଡିଶା ଓ ବିଂଝାରପୁର ରକ୍ତ ଦାତା ପରିବାରର ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଛି। ରକ୍ତ ଦାତା ପରିବାର ସଭାପତି ଶ୍ରୀକାନ୍ତ ପ୍ରଧାନ ସଭାପତିତ୍ୱ କ୍ରମେ ସମ୍ପାଦକ ବିଶ୍ୱଜିତ ସେଠି ଓ ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ ଏଥିରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିବା ବେଳେ ସଚ୍ଚିଦାନନ୍ଦ ଦାସ ମହାରାଜ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଓ ହିମାଂଶୁ ସାମଲ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍, ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି, ଜିଲ୍ଲା ସହ ସୁରକ୍ଷା ପ୍ରମୁଖ ଅସିତ ଦାସ, ଡାକ୍ତର କ୍ଷିତୀଶ ନାୟକ, ୱାରେଣ୍ଟ ଅଧିକାରୀ ବିଜୟୀ କୁମାର ଧଳ, ବିଞ୍ଜାରପୁର ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା,ପୂର୍ବତନ ସରପଞ୍ଚ ମାଧବୀ ଲତା ଦାସ, ବଜରଙ୍ଗ ଦଳ ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ କିରଣ ଜେନା, ଶାଖା ପ୍ରମୁଖ ଶଙ୍କର ମିଶ୍ର, ସହ ସମ୍ପାଦକ ମୁରଲୀ ମୋହନ ଦାସ, ବୋଧକ ପଂଚାୟତ ସରପଞ୍ଚ ଦେବୀପ୍ରସାଦ ମିଶ୍ର, ଫ୍ୟାକ୍ସ ସଭାପତି ଅଶୋକ ସାହୁ, ସମାଜ ସେବି ଧିରେନ ଦାସ, ଅବସର ପ୍ରାପ୍ତ ସେନା ଅଧିକାରୀ ସଞ୍ଜୟ ପତି,ଘନଶ୍ୟାମ ନାୟକ,ବିଶ୍ୱଜିତ ସାମଲ, ସଭାପତି ପୁଣ୍ଟୁ ମଲିକ,ସୋମ୍ୟ ବିନ୍ଧାଣି,ଜାକିର ହସେନା ଙ୍କ ସହଯୋଗରେ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସର୍ବ ଶେଷରେ ବିଦ୍ୟାସାଗର ବେହେରା ଧନ୍ୟବାଦ ଦେଇଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129