ବଜରଙ୍ଗ ଦଳର ଶକ୍ତି ପ୍ରଦର୍ଶନ

ଯାଜପୁର ;୨୪/୦୪(ବସନ୍ତ କୁମାର ପାତ୍ର ଙ୍କ ଠାରୁ): ମଙ୍ଗଳ ବାର ପବିତ୍ର ହନୁମାନ ଜୟନ୍ତୀ ଓ ଚୈତ୍ର ପୁର୍ଣିମା ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଶକ୍ତି ପଦର୍ଶନ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡ ରୁ ୫୦୦ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗଦେଇ ଥିଲେ। ବଡ଼ଚଣା ସ୍ଥିତ ମାଝୀ ଗୌରୀ ମନ୍ଦିର ଠାରୁ ମୋଟର ସାଇକେଲ ଶୋଭା ଯାତ୍ରା ବାହାରି ଚଣ୍ଡୀ ଖୋଲ ଛକ ପରିକ୍ରମା କଲାପରେ ସୁଭଦ୍ରା ପୁର ଚାରିବାଟିଆ ଠାରେ ଏକା ବୈଠକ ଆୟୋଜନ କରାଯାଇଥିଲା। ବଡ଼ଚଣା ପ୍ରଖଣ୍ଡର ପୂର୍ବତନ ସମ୍ପାଦକ ହେମାସ ଜେନାଙ୍କ ସଭା ପତିତ୍ୱରେ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର ସଂଯୋଜନାରେ କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଅମ୍ବିକା ଦାସ,ରାଜ୍ୟ ସାହସଂଯୋଜ ପ୍ରଭାତ ତ୍ରିପାଠୀ, ସାନମାନିତ ଅତିଥି ରାଜ୍ୟ ସୁରକ୍ଷା ପ୍ରମୁଖ ସଞ୍ଜୟ ସିଂ,ମିଳନ କେନ୍ଦ୍ର ପ୍ରମୁଖ ବିପିନ ପଣ୍ଡା,ବିଶ୍ୱହିନ୍ଦୁ ପରିଷଦ ର ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟବଳ, ଜିଲ୍ଲା ସଙ୍ଘ ଚାଳକ ବାଟକୃଷ୍ଣ ପଣ୍ଡା,ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଅତିଥି ହିନ୍ଦୁ ଧର୍ମ ଉପରେ କିଭଳି କୁଠାରଘାତ, ଧର୍ମାନ୍ତୀ କାରଣ,ମଠ ମନ୍ଦିର ଅସୁରକ୍ଷିତ. ଗୋହତ୍ୟା. ଏସବୁ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଚିତ ରଞ୍ଜନ ବିନ୍ଧାଣି, ଅକ୍ଷୟ କୁମାର ଗୋଛାୟତ, ସନ୍ତୁ ଜେନା,ଶରତ ସାହୁ,ବସନ୍ତ କୁମାର ପାତ୍ର,କ୍ରୀତନ ରାଉତ,ଦିଲୀପ ଓଝା ,ରାଜେନ୍ଦ୍ର ମଲ୍ଲିକ, ଯଶୋବନ୍ତ ଦାସ ,ସୁବାସ ମହାରଣା, ପ୍ରଦୀପ ସ୍ୱାଇଁ,ସୁଶାନ୍ତ ସ୍ୱାଇଁ, ସାରଦା ପ୍ରସନ୍ନ ବଳ, ରାମ ଚନ୍ଦ୍ର ମହନ୍ତ,ଦିଲୀପ ଦ୍ରୀବେଦି, ବିନାୟକ ନାୟକ, ଆଲୋକ ନାୟକ, ସମୀର ସ୍ୱାଇଁ, ପ୍ରକାଶ ମଲ୍ଲିକ, ସୁଶୀଲ ଭାଇ ପ୍ରମୁଖ ସହଯୋଗ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129